Pratisparddha cover art

Pratisparddha

Preview

Get 30 days of Standard free

£5.99/mo after trial. Cancel monthly.
Try for £0.00
More purchase options

Pratisparddha

By: ପଦ୍ମଜ ପାଳ
Narrated by: Anitya Mohanty
Try for £0.00

£5.99 a month after 30 days. Cancel anytime.

Buy Now for £13.37

Buy Now for £13.37

'ଅନିର୍ବାଣ ହସିଉଠି ଚାହିଁଲା ତୁଳସୀ ମଙ୍ଗଳାକୁ! ପରିହାସ ଭରା ସ୍ୱରରେ କହିଲା- ଜାଣିଲ ତୁଳସୀ, ମୁଁ କୁଆଡେ ଜଣେ ଦେବତା! କହିଛନ୍ତି ଜିନିଆ ମହାଦେବୀ! କିନ୍ତୁ ମଣିଷଟିଏ ନା ନୁହେଁ? ମୋତେ ତ ଲାଗୁଛି, ହତଭାଗ୍ୟ ଶାପଗ୍ରସ୍ତ ଜୀବନଟି ମୁଁ!'... ପ୍ରେମ ଓ ପ୍ରତାରଣାର ଉପନ୍ୟାସ 'ପ୍ରତିସ୍ପର୍ଦ୍ଧା'ର କାହାଣୀରେ ଅଛି ଏମିତି ଜଣେ ଚରିତ୍ର ଅନିର୍ବାଣ, ଯିଏ ନିଜର ସ୍ପର୍ଦ୍ଧା ପାଇଁ ଶେଷରେ ଅସହାୟ ହୋଇପଡିଛି! ବରିଷ୍ଠ କଥାକାର ପଦ୍ମଜ ପାଳଙ୍କ ରଚିତ ଏହି ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ଶୁଣନ୍ତୁ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ...©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_c
No reviews yet